Sinki's Vlogs
Sinki's Vlogs's Channel
 
 
September 2, 2020
6
 
Profile
 
Name
Sinki's Vlogs
Description
Hi
Friends ...
Jay jaganath🙏🙏

Mora a chanal re sabu type ra vedio au shorts dekhibe pls support🙏🙏 my Chanel
Subscribers
8.28K
Subscriptions
Friends
Channel Comments
Villagevloggeramit (4 minutes ago)
Badhia heichi
satyabratabarik1212 (9 minutes ago)
Testy Testy
DilSeRairangpuria (18 minutes ago)
Very nice
PINTUBARIVLOG (27 minutes ago)
Testy pura
rinkylulu6371 (32 minutes ago)
ସବୁ ଗୋଟେ ଗୋଟେ ଅଟା ହାଫ ହେଲେ କାହିଁକି, ତାୱା ନ ବସେଇ ତେଲ ଗରମ କରୁନ କିଏ ନାହିଁ କଲା କି, ତେଲ କାହିଁକି ଫୁଟିବ ତେଲ କଣ ବାଣ ନା ବମ ଯେ ଫୁଟିବ.7/8ମାନେ 15pc, ତେଲ ଫୁଟି ସାରିବା ବେଳକୁ ଗ୍ୟାସ କଣ ଥିବ ଯେ ତମେ ବନ୍ଦ କରିବ. China ଖାଇବା ବନେଇ ଦେଲ ଦିଦି କଣ ନ କରିଦେଲ ତମେ, ଆମଲେଟ ଜଲ୍ଦି କର. ବାଉଲ ରେ ଭାତ ନେଇଚ ହଉ ନିଅ ଭାତ ନେଇକି ସିଧା ଆମଲେଟ ଆଡ଼େ ପଳେଇ ଗଲ ହଉ ଯାଅ କିଛି ଅସୁବିଧା ନାହିଁ, ହଉ ରଖି ଦିଅ, ରାଇସି ତେଲ ସବୁ ପକେଇ ଦିଅ, ସୋୟା ସସ ପକେଇ ଘାଣ୍ଟି ଦିଅ ହଉ ଫ୍ରାୟ ହେଲେ ଭଲ ଲାଗିବ. ହଉ yummy yummy ଲାଗୁଚି ତ କହୁଚ ମୁଁ ଦେଖୁଚି ଆଉ ଶୁଣୁଛି କୋଉ ଖାଇବା ପାଇଁ ଦେଉଚ ଯେ . ମିକ୍ସ କରିଦେଲ ଦେଖିଲି, କଞ୍ଚା ପରିବାକୁ ତେଲ ରେ ଗରମ ପକେଇ ଫୁଟେଇବ. ଗାଜର ପସନ୍ଦ ନୁହେଁ ଭାଇଙ୍କୁ ଆମର ଏ କଥା ମଧ୍ୟ ଜାଣିଲି, ଯାହା ରଖିଥିଲ ସବୁ ପକେଇ ଦେଲ,କେତେ ଘାଣ୍ଟୁଚ ଚିକେନ ଅଣ୍ଡା ଚାଇନୀଜୀ ଫ୍ରାଏଡ଼ ରାଇସି. ଗ୍ୟାସ ବନ୍ଦ କରିଦେଲ. ହଉ ଧନ୍ୟବାଦ. ତମ ପ୍ରଣାଳୀ ରେ କରିବା, ହେଇଗଲା ତମର. ହଉ ବନେଇକି ଖାଇବା ପରେ କହିବି. ହଉ ରୁହ ଜୟ ଜଗନ୍ନାଥ 🏻🏻🏻. ମତେ ଏ ଚାଇନୀଜୀ ଫ୍ରାଏଡ଼ ରାଇସି ଦେଖେଇ ମୋ ପାଟିରୁ ଲାଳ ବୁହାଇ ମତେ ଭକୁଆ ବନେଇ ତମେ ତମ ଭିଡ଼ିଓ ରେ ଲାଇକି କମେଣ୍ଟ ନେଇକି ଗଲ
trilochananayak2590 (47 minutes ago)
Pintubhai403 (51 minutes ago)
ଚାଇନିସ୍ Style Supper Thila
chandannaik9949 (2 hour ago)
Bhal heichi itam yummy yummy
userid get finish at: 0.00 clean innertube fetch finish at: 0.30 main response parse finish at: 0.70 getAdditionalSections finish at: 0.90 applyHTML finish at: 2.30