CHAMPO BLOGS
CHAMPO BLOGS 's Channel
 
 
 
 
New video
 
 
New video
 
Profile
 
Name
CHAMPO BLOGS
Description
Hello .hi.🙏my sweet friends I am champo welcome to my YouTube channel so plz support me like share subscribelike share. Love you all friend .

ଏମିତି support କରିଲେ ଆଗକୁ ଏମିତି ଭିଡ଼ିଓ ନେଇ ଆସିବି !

ଜୟ ଜୁହାର ଜୟ ଆଦିବାସୀ 🙏

❤️💚💙💜❤️💚💛💜❤️💙❤️

🔶. Odisha
🔶. sundargarh
🔶.❣️❣️❣️❣️❣️❣️❣️


https://www.youtube.com/@champaklatanaya...
poojarani.nayak.5876
Subscribers
26.6K
Subscriptions
Friends
Channel Comments
ujjwalnaik8382 (3 minutes ago)
ଆଦିବାସୀ ଭାଇ ଏକ ହୁଅ ଅନ୍ୟାୟ ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କର ନିଜର ହକ ପାଇଁ
Right କଥା କହିଲ ଭଉଣୀ ସମସ୍ତେ ଏକାଠି ହେଲେ ଓଡ଼ିଶା ବାସୀଙ୍କର କିଛି ଅସୁବିଧା ହେବନି nice sharing
bijaypatra9105 (17 minutes ago)
ସମସ୍ତେ ଏକ ହୁଅ ସର୍ବ ନାଶ ହବ ଓଡିଶା
gangamadkami3866 (27 minutes ago)
ମାରିବା କିମ୍ବା ମରିବା ଜୟ ଆଦିବାସୀ
sorenipiloficial1439 (31 minutes ago)
ଧନୁ ତୀର ସଜେଇ ରଖ ଆଦିବାସୀ ଭାଇଭଉଣୀ ମାନେ
padminimajhi7555 (47 minutes ago)
ବହୁତ ବଢିଆ କହିଛନ୍ତି ଝିଅ
GhasiramMajhi-d8e (52 minutes ago)
ନିଶ୍ଚୟ ସାଥ ଦେବୁ ଓଡିଶା ବାସି ଆମେ
patraHK6779 (2 hour ago)
ନଇ ନ ଦେଖି ଲଙ୍ଗଳା, ସରକାର ଜମି ଛାଡ଼ନ୍ତୁ, ପୁରା ନିୟମ କଥା, ସିଏ ଆଦିବାସୀ ହେଉ ବା ଅଣ ଆଦିବାସୀ ହେଉ l ସୁନ୍ଦରଗଡ଼ ସହ ସାରା ରାଜ୍ୟରେ ବ୍ୟାପିଛି l ସରକାର ଘୋଷଣା କରିଛନ୍ତି ଠିକ୍, କିନ୍ତୁ କେଉଁ ମାନଙ୍କ ଜମି ଯିବ ନ ଯିବ ନ ଜାଣି ଆନ୍ଦୋଳନ କରିବା ମୂର୍ଖାମି l ଆଦିବାସୀ କମ୍ ଜମି ଦାଖଲ କରିଛନ୍ତି କିନ୍ତୁ ଅଣ ଆଦିବାସୀ ନାହିଁ ନ ଥିବା ଜମି ଦଖଲ କରିଛନ୍ତି l ତଥାପି ସେମାନେ ଆନ୍ଦୋଳନ କରୁ ନାହାଁନ୍ତି, ବହୁତ୍ ଚାଲାଖ l ସରକାର ଭୂମି ହୀନ ପାଇଁ ଜାଗା ନିଶ୍ଚିତ ଦେବେ l କିନ୍ତୁ ଜାଗା ଥାଇ ଜାଗା ମାଡ଼ି ବସିଥିବା ଲୋକଙ୍କୁ ଏ ନିୟମ ଭାରି ପଡ଼ିବ l ନିୟମ ନ ବୁଝି ସରକାରଙ୍କୁ ଦୋଷ ଦେଇ ଅଡୁଆରେ ପଡନ୍ତୁ ନାହିଁ l କିଏ politics କରି motivate କଲେ ଶୁଣନ୍ତୁ ନାହିଁ, କାରଣ ସରକାର ନିଶ୍ଚିତ ଜମି ହୀନଙ୍କୁ ଓ ଅଧିବାସୀଙ୍କୁ ସୁବିଧା ଦେବେ l ନ ହେଲେ ତୁମ ଆନ୍ଦୋଳନରେ ଅଣ ଆଦିବାସୀ ମାନେ ଧୂମ୍ ଫାଇଦା ନେବେ, ତୁମେମାନେ କିଛି ବୁଝି ପାରିବ ନାହିଁ, ପ୍ରଥମେ ଶିକ୍ଷିତ ହୁଅ, ନ ହେଲେ politics ବୁଝିବା କଷ୍ଟକର ହେବ l ଜୟ ଜଗନ୍ନାଥ
GaganbihariMantry (2 hour ago)
ଏକାଠି ହେବା ନିଶ୍ଚିନ୍ତ ଦରକାର ଓଡ଼ିଶା ବାସି ଧନ୍ୟବାଦ୍
srabindrakumar3482 (3 hours ago)
ବିଜେପି ର କଥାରେ ଅନ୍ଧ ହେଇକି ଭୋଟ ଦେବାର ପରିଣାମ ଏବେ ଭୋଗିବ। Bjp ହଟାଓ ଓଡ଼ିଶା ବଞ୍ଚାଅ
jagmohanmajhi9269 (14 hours ago)
ଜୟ ଆଦିବାସୀ ସମାଜ ହକ୍ ର ଅଧିକାର ଲଢେଇ ଜୋରଦାର ହେବ ।
BijayakumarNaik-uy2zv (15 hours ago)
ମନ୍ତ୍ରୀ ମହାନମାଝି କୁ ଏଇ ଭୁଲ ପାଇଁ ଆଦିବାସୀ ଭାଇ ମାନେ ଶଳାକୁ ଉଚିତ ଜବାବ ମାଗ ଆ ମ୍ଭେ ସମସ୍ତେ ତମସାଥିରେ ଅଛୁ
ShomyRanjanBehera (23 hours ago)
ଆଦିବାସୀ ଜୟ ହୋ ମାଡିଚାଲ ହକ୍ ପାଇଁ ଜୀବନ ଦେବା ନ ଚେତ୍ ଜୀବନ ନେବା
arjunpangijindabad6747 (2 hours ago)
Right ସରକାର କିଏ ସରକାର ହେଉଛି ଆମ୍ଭେ ସବୁ ଜୟ ଆଦିବାସୀ
JagabandhuMalik-ck5fj (11 hours ago)
ହାରାମଜାଦା ସରକାର ନିରିହ ଲୋକଙ୍କ ଉପରେ ଜୁଲମ କରୁଛି।ଛି ଏମାନଙ୍କୁ ଭୋଟ ଦେଇ ସରକାର ଗଢିବାର ସୁଯୋଗ ଦେଇଥିବା ସାଧାରଣ ଜନତା ଆଜି ହନ୍ତସନ୍ତ ହେଉଛନ୍ତି।ଆଗେଇଆସ ଇଏ ଦକାୟତମାନଙ୍କୁ ଜବାଵ ଦିଅ।ଆମେ ସମସ୍ତେ ଲଢିବା ଅନ୍ୟାୟ ଅନିତିକୁ ସୁଯୋଗ ଦେଵାନାହି।ସିଷ୍ଟର ମୋର ଭଲ କଥା କହିଲା। ସେଥିପାଇଁ ମୋ ତରଫରୁ ଧନ୍ୟବାଦ୍।
ThomashBidika (15 hours ago)
ମୋହନ ମାଝୀ ସାର ମଣିଷ ନା ଆଉ କଣ ଯେ ଆଦିବାସୀ ନିରୀହ ଜୀବନର କଷ୍ଟ ବା ଦୁଃଖ ଟିକେ ବି ବୁଝି ପାରୁନାହାନ୍ତି।
RanjanKumar-mx1ki (1 hours ago)
ଏକଦମ ଠିକ କଥା ସମସ୍ତେ ଏକ ହୋଇ ନିଜର ଜନ୍ମ ମାଟି ପାଇଁ ଲଢେଇ ଜାରି ରଖିବା l
RahulaMallick-zu9fn (23 hours ago)
BJP ସରକାର ଆଗରୁ ହି କହିଛନ୍ତି ନରେନ୍ଦ୍ରମୋଦି କହିଥିଲେ ST,SC ରହି ବନି ଜଙ୍ଗଲଜମି ଉଠିଯିବ l ଅଧିବାସୀ ହଇରାଣ ହେବେ l
ashokkumarnayak4214 (20 hours ago)
କୋଟି ପତି ଲୋକ ର ଜବରଦଖଲ ହଟାଇବା ଦରକାର କିନ୍ତୁ ଗରିବ ଲୋକ ଯଦି ଦଖଲ କରି ଘରଟିଏ କରିଛି । ଦୟାକରି ତାର ଘର ଭାଙ୍ଗନ୍ତୁ ନାହିଁ । ତାର ପରିବାର ଚଳିବା ପାଇଁ କାମ ଘର ଟିଏ ଦିଅନ୍ତୁ। ତାପରେ ଘର ଭାଙ୍ଗନ୍ତୁ ।
dhajabadi8211 (7 hours ago)
ଓକେ ଭଉଣୀ ଆମେବି ଆଦିବାସୀ ଓକେ ଭଉଣୀ
userid get finish at: 0.00 clean innertube fetch finish at: 0.30 main response parse finish at: 0.60 getAdditionalSections finish at: 1.20 applyHTML finish at: 2.80